The following text field will produce suggestions that follow it as you type.

Barnes and Noble

Loona O Anyanya Kabita

Current price: $14.00
Loona O Anyanya Kabita
Loona O Anyanya Kabita

Barnes and Noble

Loona O Anyanya Kabita

Current price: $14.00

Size: OS

Loading Inventory...
CartBuy Online
*Product information may vary - to confirm product availability, pricing, shipping and return information please contact Barnes and Noble
ସାଧାରଣ ଗୃହିଣୀ ପାଇଁ 'ଲୁଣ' ଏକ ଦୈନନ୍ଦିନ ଅସଚେତନ ବସ୍ତୁ ତାହା ଜଣେ ଅଭ୍ୟାସ ବଶତଃ ବ୍ୟଞ୍ଜନରେ ଦିଏ! ବ୍ୟଞ୍ଜନ ସ୍ୱାଦିଷ୍ଟ ହୁଏ । କବିତାର ଲୁଣ ଅଭିଧା ଅର୍ଥରେ ଗୋଟିଏ ବସ୍ତୁ ନୁହେଁ, ଏହା ଏକ ପ୍ରତୀକ, ଏକ ଭାବ, ଯହିଁରେ କବିର ଚେତନା ସମୟ, ସ୍ଥାନ, ଅବସ୍ଥା ଓ ଘଟଣାକୁ ଅତିକ୍ରମି ଏମିତି ଏକ ଭାବ ପ୍ରସ୍ତୁତ କରେ, ତାହା କାବ୍ୟରେ 'ବ୍ୟଞ୍ଜନା' ରୂପେ ପ୍ରକାଶିତ ଓ ବ୍ୟକ୍ତ । ସଂଘମିତ୍ରାଙ୍କ 'ଲୁଣ ଓ ଅନ୍ୟାନ୍ୟ କବିତା' ସଂକଳନରେ ସେଇ ଭାବ, ପ୍ରତୀକ ଓ ବ୍ୟଞ୍ଜନାର ଶବ୍ଦରୂପ ଅଭିବ୍ୟକ୍ତ । ଜୀବନର ଅନୁଭବର ଅର୍ଥ ଖୋଜି ବସିଲେ, ତା' ଭିତରୁ ସୁନ୍ଦର କବିତାଟିଏ ବାହାରେ । ସଂଘମିତ୍ରାଙ୍କ 'ଲୁଣ' ଇତିହାସ ବର୍ଣ୍ଣିତ ଗାନ୍ଧୀଙ୍କ ଲୁଣର ପ୍ରତୀକଟିଏ । ଏହାର ବ୍ୟାପ୍ତି ଅନୁଭବବେଦ୍ୟ ।

More About Barnes and Noble at The Summit

With an excellent depth of book selection, competitive discounting of bestsellers, and comfortable settings, Barnes & Noble is an excellent place to browse for your next book.

Powered by Adeptmind